ଏମ୍‌ସରେ ଅବ୍ୟବସ୍ଥା: ଦାମୀ ୟୁପିଏସ୍‌ ଖତ ଖାଉଛି, ନୂଆ କିଣିବାକୁ ଚକ୍ରାନ୍ତ

ଭୁବନେଶ୍ୱର: ବିଦ୍ୟୁତ କାଟ ହେଲେ ସଂପୂର୍ଣ୍ଣ ଏମ୍‌ସକୁ ନିରନ୍ତର ଆଲୋକ ଯୋଗାଇ ପାଇଁ ୨୨ଶହ କେଭି ଏମ୍ପିୟର୍‌ର ଏକ ୟୁପିଏସ୍‌ ଅଣାଯାଇଥିଲା। ଏହା ଭିତରେ ୩ବର୍ଷ ବିତି ଗଲାଣି, ୟୁପିଏସ୍‌ଟି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ମାତ୍ର ଏବେ ଅସ୍ତ୍ରୋପଚାର ଗୃହ ବା ଓଟି ପାଇଁ ଆଉ ଏକ ୟୁପିଏସ୍‌ କିଣିବା ପାଇଁ ଯୋଜନା ହୋଇଛି। ତେବେ ପୂର୍ବରୁ କିଣା ହୋଇଥିବା ଦାମୀ ୟୁପିଏସ୍‌ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ସେଥିପାଇଁ ଏମ୍‌ସ … Continue reading ଏମ୍‌ସରେ ଅବ୍ୟବସ୍ଥା: ଦାମୀ ୟୁପିଏସ୍‌ ଖତ ଖାଉଛି, ନୂଆ କିଣିବାକୁ ଚକ୍ରାନ୍ତ